ଦର୍ଶକବନ୍ଧୁ, ଏହି ଭିଡିଓ ରେ ମୁଁ State Bank of India ର ଯେଉଁ Minimum Balance ନିୟମ ଅଛି କି ୧୦୦୦ ରୁ କମ୍ ରଖିଲେ କିଛି ଟଙ୍କା ଦେବାକୁ ପଡିବ, ତାକୁ କିପରି ବନ୍ଦ କରିବେ ଏବଂ ତା ସହିତ ATM ଖର୍ଚ୍ଚ କିପରି କମ୍ କରି ହେବ, ସେ ବିଷୟରେ ଜଣେଇଛି। ଆଶା କରୁଛି ଭିଡିଓ ଟି ଆପଣଙ୍କୁ ଭଲ ଲାଗିବ।

Basic Saving Bank Deposit Account

୧୩ କୋଟି ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଏହି BSBD ଆକାଉଣ୍ଟ୍ ର ଅନ୍ତର୍ଗତ। NEFT & RTGS ସବୁକିଛି ମାଗଣା। Zero account ଏବଂ BSBD ଆକାଉଣ୍ଟ୍ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ।କେବଳ ସେଭିଂ ଆକାଉଣ୍ଟ୍ କୁ BSBD ଆକାଉଣ୍ଟ୍ କୁ ପରିବର୍ତ୍ତନ କରିହେବ। କୌଣସି Govt ଚାକିରିଆ ଏ ଆକାଉଣ୍ଟ୍ କରିପାରିବେ ନାହିଁ। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଆକାଉଣ୍ଟ୍ ତିଆରି ହେଇଛି। ଅନ୍ୟମାନେ ମଧ୍ୟ ଏ ଆକାଉଣ୍ଟ୍ କରିପାରିବେ, ଯାହାର କି କେବଳ ଗୋଟିଏ ଆକାଉଣ୍ଟ୍ ଥିବ ଏବଂ ବହୁତ୍ କମ୍ ଆୟ ହେଉଥିବ।

ଫ୍ୟାକ୍ଟ ଓଡ଼ିଶା in Dailymotion Now
https://goo.gl/GfzBSn

Hello Friends,
Welcome To Our Odia Dailymotion Channel FACTODISHA.
Here You'll Get All Types 0f TECHNICAL Knowledge & scientific facts.
I make special videos on Every Saturday or Sunday.

For Any Business Inquiries Visit
www.factodisha@gmail.com

Our Facebook Page for Latest News

https://facebook.com/factodisha

Follow Me Here

https://facebook.com/slovespriya

https://twitter.com/slovespriya

https://instagram.com/slovespriya

Thanks for Support.